Download Now Banner

This browser does not support the video element.

ସୋର: କଲେଜ ଛକରେ ଦ୍ବିପାକ୍ଷିକ ଏଲଇଡି ଷ୍ଟ୍ରିଟ ଲାଇଟର ଉଦଘାଟନ କଲେ ସୋର ବିଧାୟକ

Soro, Balasore | Sep 5, 2025
ସୋର ପୌର ପାଳିକା ଅନ୍ତର୍ଗତ କଲେଜଛକ ନିକଟରେ ଏଲଇଡି ଷ୍ଟ୍ରିଟ ଲାଇଟର ଶୁଭ ଉଦଘାଟନ କଲେ ସୋର ବିଧାୟକ ମାଧବ ଧଡ଼ା।ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ କଲେଜଛକରୁ ଫ୍ୟୁଚର ଏକାଡେମୀ ଅଫ ନର୍ସିଙ୍ଗ କଲେଜ ପର୍ଯ୍ୟନ୍ତ ଦ୍ବିପାକ୍ଷିକ ଏଲଇଡିଷ୍ଟ୍ରିଟ ଲାଇଟ ବ୍ୟବସ୍ଥାକୁ ବିଧାୟକ ଶ୍ରୀ ଧଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ନଗରପାଳ ବଙ୍କେଶ ବେହେରା, ମହେଶ ବେହେରାi, ଫକୀର ମୋହନ ଦାସ, ପାରିoycyଷଦ ସାହେବ ଖାନ କାଦ୍ରୀ, ରମେଶ ସିଂହ, ସେକ ସୁଲତାନ ସ୍ମୃତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us