This browser does not support the video element.
ବାସୁଦେବପୁର: କୃଷ୍ଣପୁର ଠାରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡି ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ
Basudebpur, Bhadrak | Apr 14, 2024
କୃଷ୍ଣପୁର ଠାରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡି ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ । ଅନ୍ୟ ଦଳରୁ କର୍ମୀ ଓ ସମର୍ଥକମାନେ ଦଳ ପରିତ୍ୟାଗ କରି ବିଜେଡି ଦଳରେ ବିଧିବଢ଼ ଭାବେ ଜୋଗ ଦେଇଥିଲେ । ଯୋଗଦେବା ପରେ ସେମାନଙ୍କୁ ବିଧାୟକ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବ ଗତକାଲି ରାତି 10ଟା30 ସମୟରେ ହେଇଥିଲା । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ବିଜେଡି ଦଳରେ ସେମାନେ ମିଶିଥିଲେ ।