Download Now Banner

This browser does not support the video element.

ସିମୁଳିଆ: ଖଇରା ଉଚ୍ଚ ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,

Similia, Balasore | Sep 8, 2025
ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଖଇରା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ୱାରା ଆୟୋଜିତ କାର୍ଯ୍ୟ କ୍ରମ କୁ ଖଇରା ବ୍ଲକ ଅଧକ୍ଷା ଅଭି ଲିପ୍ସା ସାହୁ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ଯୋଗ ଦେଇ ପିଲା ମାନେ ପାଠ ପଢିବା ସହିତ ଖେଳ ଓ କ୍ରୀଡା କରିବା ନିହାତି ଆବଶ୍ୟକ ଅଛି l ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ସୁସ୍ଥ ସମାଜ ଗଠନ ହୋଇଥାଏ l ଏହି କାର୍ଯ୍ୟକ୍ରମ ଆଜି ସୋମବାର ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା l
Read More News
T & CPrivacy PolicyContact Us