Download Now Banner

This browser does not support the video element.

ବୀରମିତ୍ରପୁର: କୁଆରମୁଣ୍ଡା ବ୍ଲକର ଝାରବେଡା ଗ୍ରାମପଞ୍ଚାୟତର କାରିଛପଲ ପଡ଼ିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

Biramitrapur, Sundargarh | Oct 6, 2025
କୁଆରମୁଣ୍ଡା ବ୍ଲକର ଝାରବେଡା ଗ୍ରାମପଞ୍ଚାୟତର କାରିଛପଲ ପଡ଼ିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ୨ତାରିଖରୁ ଆରମ୍ଭ ହୋଇ ୫ଦିନରେ ଶେଷ ହୋଇଛି।ଏଥିରେ ମୁଖ୍ୟ ଅତିଥିଭାବେ ଏମ.ପି ରେପ୍ରେଜେଣ୍ଟିଭ ସୁକେସି ଓରାମ ଯୋଗ ଦେଇଥିଲେ।ଏଥିରେ ଦୂବରାଜ ସିଂହ ପ୍ରମୁଖ ସହଯୋଗ କରିଥିଲେ।
Read More News
T & CPrivacy PolicyContact Us