Download Now Banner

This browser does not support the video element.

ବୌଦ୍ଧ ସଦର: ବାରବାଣୀ ନିକଟ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର

Baudh Sadar, Boudh (Bauda) | Sep 26, 2025
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍ ପୁରୁନାକଟକ ଥାନା ବାରବାଣୀ ନିକଟ ଜଙ୍ଗଲରେ ଏକ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି l ସକାଳୁ କିଛି ଲୋକ ଜଙ୍ଗଲ କୁ ଯାଇଥିବା ବେଳେ ପୋଲିସ କୁ ଖବର ଦେଇଥିଲେ
Read More News
T & CPrivacy PolicyContact Us