Install App
mishrasanuj
This browser does not support the video element.
ମାଲକାନଗିରି: ବିନାଗୋଣ୍ଡା ଜଙ୍ଗଲରେ ପ୍ରଜାକୋର୍ଟର ଆୟୋଜନ କରାଯାଇ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ଯା
Malkangiri, Malkangiri | Aug 23, 2025
ଜାତୀୟ ପତାକା ଉଡ଼ାଇଲେ ବୋଲି ପ୍ରଜାକୋର୍ଟରେ ଯୁବକଙ୍କୁ ମାଓବାଦୀମାନେ ମୃତ୍ଯୁଦଣ୍ଡ ଦେଇଥିବା ଜଣାଯାଇଛି। ଏପରି ଖବର ଆସିଛି ଛତିଶଗଡ଼ ଅବୁଝମାଡ଼ ଅଞ୍ଚଳରୁ। ମାଓବାଦୀଙ୍କ ରାଜଧାନୀ ବୋଲାଉ ଥିବା ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ ଜଂଗଲରେ ଥିବା ବିନାଗୋଣ୍ଡା ଗ୍ରାମରୁ ଆସିଥିଲା ଏହି ହୃଦୟସ୍ପର୍ଶୀ ଚିତ୍ର।
Share
Read More News
T & C
Privacy Policy
Contact Us
Your browser does not support JavaScript!