Download Now Banner

This browser does not support the video element.

ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ ନେତା ରମେଶ ମହାପାତ୍ର ବରଗଡରେ ସାର ସଙ୍କଟକୁ ନେଇ ରଖିଲେ ପ୍ରତିକ୍ରିୟା

Bargarh, Bargarh (Baragarh) | Sep 12, 2025
ବରଗଡ଼ରେ ସାର ସଙ୍କଟ | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନ 2 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ରମେଶ ମହାପାତ୍ର | ଗତକାଲି ମୁଖ୍ୟମନ୍ତ୍ରୀ ସାରକୁ ନେଇ ଆଲୋଚନା କରିଥିବା ବେଳେ ଓଡିଶାରେ ପର୍ଯ୍ୟାପ୍ତ ପରିମାଣର ସାର ରହିଥିବା ଜଣାଇଛନ୍ତି | 33 ହଜାର ମେଟ୍ରିକ ଟନ ୟୁରିଆ ସାର ବରଗଡ଼ ଜିଲ୍ଲାକୁ ଆସିଥିବା ବେଳେ ବହୁ ଚାଷୀ ସାର ପାଈ ନାହାନ୍ତି | ଡିଲର ମାନେ ଅନ୍ୟ ରାଜ୍ୟରେ ବିକ୍ରି କରିଥିବା ଅଭିଯୋଗ କରିବା ସହ ଚଢ଼ା ଦରରେ ସାର ବିକ୍ରି କରିଛନ୍ତି ।
Read More News
T & CPrivacy PolicyContact Us