Download Now Banner

This browser does not support the video element.

ପଟ୍ଟାଙ୍ଗୀ: ନନ୍ଦପୁର ଅବକାରୀ ବିଭାଗ ଦ୍ଵାରା ୫ କିଲୋ ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ଗିରଫ

Pottangi, Koraput | Aug 22, 2025
ନନ୍ଦପୁର ଆବକାରୀ ବିଭାଗ ଆଜି ୫ କିଲୋଗ୍ରାମ୍ ଗଞ୍ଜେଇ ସହିତ ଗୋଟିଏ ଯୁବକଙ୍କୁ ଗିରଫ କରିଛି। ସୂଚନା ପ୍ରକାରେ ଆସାମୀ କାନିଷ୍କ ଆଜି ସକାଳୁ ସାଥିରେ ଗଞ୍ଜେଇ ନେଇ ପାଦୂଆ ରୁ ବାଞ୍ଜଲାପୁଟ ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ପେଟ୍ରୋଲିଂ ରେ ଥିବା ଅବକାରୀ ବିଭାଗ ହାତରେ ଧରା ପଡିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ହରିୟାଣାର ସୋନିପତ୍ ଜିଲ୍ଲାର ପଟେଲ ନଗରର କୁମାରପାଳ ସିଂହଙ୍କ ୨୧ ବର୍ଷୀୟ ପୁତ୍ର କନିଷ୍କ ଦାହିଆ। ଜେରା ସମୟରେ ନନ୍ଦପୁର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣରେ ପୂର୍ବରୁ ମଧ୍ୟ ଜଡିତ ଥିବା ସ୍ବୀକାର କରିଛି ବୋଲି ଓଆଇସି ଅଭୟ ନାୟକ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us