Download Now Banner

This browser does not support the video element.

ବୀରମହାରାଜପୁର: ବିରମହାରାଜପୁର ସିଭିଲ କୋର୍ଟ ଏବଂ ଏସଡିଯେଏମ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Biramaharajpur, Subarnapur (Sonepur) | Sep 13, 2025
ବିରାମହରାଜପୁର ସିଭିଲ କୋର୍ଟ ଏବଂ ଏସଡିଯେଏମ କୋର୍ଟରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଅଦାଲତକୁ ସିଭିଲ ଜର୍ଜ ଅମିତ କୁମାର ବାରିକ ଏବଂ ଏସଡିଯେଏମ ପୁନମ ସେଠ ଯୋଗଦେଇ ଥିଲେ l ତେବେ ସିଭିଲ କୋର୍ଟ ରେ 25 ଟି ବିଭିନ୍ନ ମାମଲା ବିଚାରକୁ ନିଆଯାଇଥିଲା l ସେଥି ମଧ୍ୟରୁ 2ଟି ମାମଲାର ଫଇଶଳା କରାଯାଇ 4ଲକ୍ଷ 72ହଜାର 541ଟଙ୍କା ଫାଇନ ଆଦାୟ କରାଯାଇଥିଲା l ସେହିପରି ଏସଡିଯେଏମ କୋର୍ଟ ରେ 175ଟି ବିଭିନ୍ନ ମାମଲା ବିଚାରକୁ ନିଶଯାଇଥିବା ବେଳେ 69ଟି ମାମଲାର ଫଇସଲା କରାଯାଇଥିଲେ l ଲୋକ ଅଦାଲତକୁ ଆଇନ ଜୀବି ବିଷ୍ଣୁ ପଣ୍ଡା ଏବଂ ଶଙ୍
Read More News
T & CPrivacy PolicyContact Us