Download Now Banner

This browser does not support the video element.

ଛତ୍ରପୁର: ଅଗସ୍ତିନୂଆଗାଁ ସ୍ଥିତ ଚିଦାନନ୍ଦ ଆଶ୍ରମରେ ଇକୋ ୱାରିଅର ପକ୍ଷରୁ ଦୀପାବଳି ପାଳିତ : ଯୋଗ ଦେଲେ ଗଞ୍ଜାମ ଥାନାଧିକାରୀଣି

Chhatrapur, Ganjam | Oct 31, 2024
ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଆଶ୍ରମରେ ଗୁରୁବାର ଦିନ ୧୦ ଘଣ୍ଟା ସମୟରେ ଇକୋ ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ଆଜି ଇକୋ ୱାରିଅର ପକ୍ଷରୁ ଦୀପାବଳୀ ପାଳିତ ହୋଇଯାଇଛି l ଏହି ଅବସରରେ ଆଶ୍ରମରେ ସମସ୍ତ ଅନ୍ତେବାସୀଙ୍କୁ ଶୀତବସ୍ତ୍ର, ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଥାନାଧିକାରିଣୀ ସୁମିତ୍ରା ପାତ୍ର, ଛତ୍ରପୁର ଅଷ୍ଟମ ବାଟାଲିୟନ ସିପାହୀ ସଙ୍ଗ ସଭାପତି ଯଶୋବନ୍ତ ସ୍ବାଇଁ , ସହ-ସମ୍ପାଦକ କେ. ହେମାନନ୍ଦ ରେଡ୍ଡୀ, ସମାଜସେବୀ ନାରାୟଣ ଦଳେଇ ଆଦି ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଉତ୍ସାହିତ କରିଥିଲେ।
Read More News
T & CPrivacy PolicyContact Us