Download Now Banner

This browser does not support the video element.

ଧର୍ମଶାଳା: ଧାନମଣ୍ଡଳ ଠାରେ ଚାଲିଥିବା ଦଶମ ବାର୍ଷିକ ଗୁରୁ ରବିନାରାୟଣ ଦାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯୋଗଦେଲେ ବିଧାୟକ

Dharmasala, Jajpur | Nov 24, 2024
ଧlନମଣ୍ଡଳ ପଡ଼ିଆରେ ଚାଲିଥିବା ସ୍ପୋର୍ଟସ ଆଣ୍ଡ କଲ୍ଚରାଲ ଆସୋସିଏସନ ଆନୁକୁଲ୍ୟରେ ଦଶମ ବାର୍ଷିକ ଗୁରୁ ରବିନାରାୟଣ ଦାସ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ଖେଳରେ ଖୋର୍ଦ୍ଧାର ଅଟ୍ରି କ୍ରିକେଟ କ୍ଲବ୍ ଚମ୍ପିୟାନ ହୋଇଛି । ପ୍ରଥମ ବ୍ୟାଟିଂ କରି କିୟାଝର କ୍ରିକେଟ କ୍ଲବ୍ ନିର୍ଦ୍ଧାରିତ ୨୦ ଓଭରେ ସମସ୍ତ ୱିକେଟ ହରାଇ ୨୬୬ ରନ କରିଥିଲେ। ୨୬୭ ରନର ବିଜୟ ଲକ୍ଷ୍ୟ ନେଇ ଅଟ୍ରୀ କ୍ରିକେଟ କ୍ଲବ୍ ୬ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି ।
Read More News
T & CPrivacy PolicyContact Us