Download Now Banner

This browser does not support the video element.

ସୋନପୁର: ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ମୋବାଇଲ ଫେରସ୍ତ ମେଳା ଆୟୋଜିତ ହୋଇ ଯାଇଛି।

Sonapur, Subarnapur (Sonepur) | Aug 26, 2025
ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ମୋବାଇଲ ଫେରସ୍ତ ମେଳା ଆୟୋଜିତ ହୋଇ ଯାଇଛି।ତେବେ ଜିଲ୍ଲା ୭ଟି ଥାନାର ୫୫ଗୋଟି ମୋବାଇଲ ଫେରସ୍ତ କରାଯାଇଛି।ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଉପସ୍ଥିତ ରହି ଗୋଟି ଗୋଟି କରି ସମସ୍ତ ମୋବାଇଲ ଫେରାଇବା ସହ ଏକ ଗୋଲାପ ଫୁଲ ଏବଂ ମୋବାଇଲ ଦେଇ ଅଭିନନ୍ଦନ ଯଣାଇଛନ୍ତି ଜିଲ୍ଲା ଏସପି।ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ ହରିପ୍ରସାଦ, ସଦର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ,ବିରମହାରାଜପୁ ଏସଡିପିଓ ଙ୍କ ସମେତ ଜିଲ୍ଲାର ସମସ୍ତ ଥାନାର ଅଧିକ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us