Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ର କୁଡୁତାଇ ଗ୍ରାମରେ ଲଗାଣ ବର୍ଷା ହେତୁ ବର୍ଷା ଜଳ ନିଷ୍କାସନ ହୋଇପାରୁନଥିଲା ।

Bhanjanagar, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ର କୁଡୁତାଇ ଗ୍ରାମରେ ଲଗାଣ ବର୍ଷା ହେତୁ ବର୍ଷା ଜଳ ନିଷ୍କାସନ ହୋଇପାରୁନଥିଲା । ସ୍ତାନିୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ଦିନ 2 ଘଣ୍ଟ ସମୟରେ ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନିଳାଚଂଳ ଖିଲାର ନିଜେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଜମାଟ ହୋଇ ରହିଥିବା ବର୍ଷା ଜଳ କୁ ନିଷ୍କାସନ କରିଥିଲେ । ଏଥିସହ ସ୍ତାନିୟ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ତାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ଜଗନ୍ନାଥପ୍ରସାଦ ବ୍ଲକ ର ଉପାଧ୍ୟକ୍ଷ ନିଳାଚଂଳ ଖିଲାର ।
Read More News
T & CPrivacy PolicyContact Us