Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଢେପାଲାଞ୍ଜୁ ସମେତ ତିନି ଖଣ୍ଡ ଗ୍ରାମ କୁ ନିଜେ ମାଟି ପକାଇ ରାସ୍ତା ମରାମତି କଲେ ଗ୍ରାମ ବାସି

Paralakhemundi, Gajapati | Jul 17, 2024
ଗଜପତି ଜିଲ୍ଲା ମୋହନା ବ୍ଲକ ର କର୍ଚ୍ଚବାଡ଼ି ପଂଚାୟତ ର ଢେପାଲାଞ୍ଜୁ ଗ୍ରାମ ଠାରୁ ମାତ୍ର ଅଧାକିମି ଦୂର ଜାତୀୟ ରାଜପଥ 326ହେଲେ ଉକ୍ତ ମାଟି ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରିଥିଲେ ତିନି ଖଣ୍ଡ ଗ୍ରାମ ବାସି ପ୍ରଶାସନ ନ ଶୁଣିବାରୁ ବୁଧୁବାର 2ଟା ରେ ଗ୍ରାମ ବାସି ଏକତ୍ରିତ ହେଇ ମାଟି ଭୋଇ ରାସ୍ତା ମରାମତି କରିଛନ୍ତି ନିଜ ଗ୍ରାମ ଗୁଡିକୁ ର ସୁବିଧା ପାଇଁ
Read More News
T & CPrivacy PolicyContact Us