Download Now Banner

This browser does not support the video element.

ବାଙ୍ଗିରିପୋଷି: କାନ୍ତାଗ୍ରାମରେ ବଜ୍ରପାତ ରେ ଜଳିଗଲା ଘର,ପରିବାର କୁ ଭେଟିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

Bangiriposi, Mayurbhanj | Jul 13, 2025
କୁଳିଅଣା ବ୍ଲକ କାନ୍ତାଗ୍ରାମରେ ଦୟାନିଧି ସିଂ ଙ୍କ ବାସ  ଗୃହ ବଜ୍ରପାତରେ  ପୋଡ଼ି ଜଳି ସମସ୍ତ ଧନ ସମ୍ପତ୍ତି ନଷ୍ଟ ହୋଇଛି।ଗତକାଲି   ବର୍ଷା ସହିତ ବଜ୍ର ପାତ ହେଇଥିଲା।ଫଳରେ ଦୟାନିଧି ସିଂ ଘର ସଂପୂର୍ଣ୍ଣ ଭାବରେ ଜଳି ଯାଇ,ଘରେ ଥିବା ସମସ୍ତ ଆସବାବ ପତ୍ର ନଷ୍ଟ ହେଇଯାଇଥିଲା।  ଖବର ପାଇ  ବାଙ୍ଗିରିପୋଷି ର  ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟ ନାଥ ମାରାଣ୍ଡି ଆଜି ଦିବା 3 ଘଟିକା ସମୟରେ  ଘଟଣା ସ୍ଥଳରେ ପହଞ୍ଚି ଅତି ଶୀଘ୍ର ସରକାରୀ ସାହାଯ୍ୟ ପାଇବେ  ପ୍ରଶାସନିକ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us