Download Now Banner

This browser does not support the video element.

ଢେଙ୍କାନାଳ ସଦର: ମେରାମୁଣ୍ଡଳୀ ଅଞ୍ଚଳରେ ବିଭିନ୍ନ ପକଳ୍ପର ଲୋକାର୍ପିତ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Dhenkanal Sadar, Dhenkanal | Aug 27, 2025
ଢେଙ୍କାନାଳ ଜିଲ୍ଲାର ମେରା ମୁଣ୍ଡଳୀ ଟାଟାଷ୍ଟିଲ କମ୍ପାନୀ ନିକଟରେ ବିଭିନ୍ନ ପକଳ୍ପର ଲୋକାର୍ପିତ ଉତ୍ସବ ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ ଉତ୍ସବରେ ଉପସ୍ଥିତ ରହିଥିଲେ । ହିନ୍ଦୋଳରେ ୧ କୋଟି ଟଙ୍କା ବ୍ୟୟରେ ଏକ ସୂଚନା କେନ୍ଦ୍ର, ନରେନ୍ଦ୍ରପୁରରେ ଏକ ନୂଆ ବିଦ୍ୟାଳୟ କୋଠା ଏବଂ ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକ୍‌ରେ ୮ଟି ହାଇମାଷ୍ଟ ଲାଇଟ ଓ ୧୬୦ଟି ଷ୍ଟ୍ରିଟଲାଇଟ ସ୍ଥାପନ କରାଯାଇଛି।
Read More News
T & CPrivacy PolicyContact Us