Download Now Banner

This browser does not support the video element.

କେସିଙ୍ଗା: କେସିଙ୍ଗା ବି ଏସ ଏ ରେ ଗିନିଜ ବୁକ ଅଫରେ ସ୍ଥାନ ପାଇଥିବା କଳାକାରଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧନା l

Kesinga, Kalahandi | Jul 18, 2025
ଆଜି ୫ ଟା ବେଳେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ସାଧାରଣ ପେରେଡ଼ ରେ ୫ ହଜାରରୁ ଉର୍ଦ୍ଧ୍ବ ଫିଉଜନ ନୃତ୍ୟରେ ଡାଲଖାଇ ନୃତ୍ୟକରି ପ୍ରଶଂସିତ ହେବା ଓ ଗିନିଜ ବୁକ ଅଫ ରେକର୍ଡ଼ ରେ ସ୍ଥାନ ପାଇଥିବା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନର ନୂତନ ସଭାଗୃହରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ସଚିନ ପାୱାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ସମାଜସେବୀ ତଥା ସିଟିଜେନ୍ସ ଫୋର
Read More News
T & CPrivacy PolicyContact Us