This browser does not support the video element.
ଭଞ୍ଜନଗର: ଭଂଜନଗର ରେ ବନକର୍ମଚାରୀ ଙ୍କ ଦ୍ଵାରା ରକ୍ତଦାନ ଶିବିର ଉସ୍ଥାହିତ କଲେ ବିଧାୟକ
Bhanjanagar, Ganjam | May 23, 2025
ଗଂଜାମ ଜିଲ୍ଲା ଭଂଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି । ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦଘାଟନ କରିଥିଲେ । ଉଭୟ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡର ମିଳିତ ଉଦ୍ୟମରେ, ସମସ୍ତ ବନ କର୍ମଚାରୀ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବା ବେଳେ, ବିଧାୟକ ଶ୍ରୀ ନାୟକ ସେମାନଙ୍କୁ ଉତ୍ସାହିତ କରିଥିଲେ । ସମୁଦାୟ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା,