Download Now Banner

This browser does not support the video element.

ସୁକିନ୍ଦା: ବର୍ତ୍ତଣ୍ଡା ଗ୍ରାମରେ ବିଷଧର ସାପ ଦଂଶନରେ ଜଣେ ଆହତ

Sukinda, Jajpur | Sep 2, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମରେ ବିଷଧର ସାପ ଦଂଶନରେ ଅରୁଣ ପାତ୍ର ଆହତ ହୋଈଛନ୍ତି । ସୂଚନା ମୁତାବକ ବର୍ତ୍ତଣ୍ଡା ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଘର ପାର୍ଶ୍ଵରେ ଅରୁଣ ପାତ୍ରଙ୍କ ଗୋଡ଼କୁ ଏକ ବିଷଧର ସାପ ଦଂଶନ କରିଥିବା ବେଳେ ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ମଙ୍ଗଳବାର ରାତି 8 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us