Download Now Banner

This browser does not support the video element.

ସୋର: ଅବକାରୀ ବିଭାଗ ତରଫରୁ ଗୁଡ଼ ସମେତ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ବାଇକ ସହ ଦେଶୀ, ବିଦେଶୀମଦ ଏବଂ ବିୟର ଜବତ, ଦୁଇ ଗିରଫ

Soro, Balasore | Oct 7, 2025
ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରି ବାଇକ ସହ ଦେଶୀ, ବିଦେଶୀମଦ ଏବଂ ବିୟର ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଲେଶ୍ୱର ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଆଇଆଇସି ହରିହର ସିଂ ଏବଂ ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ଗୁଡ଼ ଗ୍ରାମରେ ଚଢ଼ାଉ କରି ସନାତନ ରାଉଳ ନିକଟରୁ ୧୦ ଲିଟର ଦେଶୀମଦ, ସିମୁଳିଆ ଥାନା ବାଲିଖଣ୍ଡ ଗ୍ରାମରେ ଚଢ଼ାଉ କରି ସୁଶାନ୍ତ ମିଶ୍ର ନିକଟରୁ ୩୫ ଲିଟର ବିୟର ଏବଂ ୮. ୧୦୦ ଲିଟର ବିଦେଶୀମଦ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ।
Read More News
T & CPrivacy PolicyContact Us