Download Now Banner

This browser does not support the video element.

ଜଳେଶ୍ବର: ଭେଲୁରା ପେଟ୍ରୋଲ ପମ୍ପ ନିକଟରେ ୧୫୮ ଗ୍ରାମ ଗଞ୍ଜେଇ ଜବତ:ଜଣେ ଗିରଫ

Jaleswar, Balasore | Sep 3, 2025
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା, ଅମର୍ଦାରୋଡ ଫାଣ୍ଡି ଅନ୍ତର୍ଗତ କୁଳିଦା ପଞ୍ଚାୟତ ସ୍ଥିତ ଏନ ଏଚ ୬୦ ଭେଳୁରା ପେଟ୍ରୋଲ ପମ୍ପ ନିକଟରେ ଚୋରାରେ ଗଞ୍ଜେଇ ବିକ୍ରି କରୁଥିବା ଏକ ଦୋକାନରେ ଚଢ଼ାଉ କରି ୧୫୮ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ସଂପୃକ୍ତ ପଦିମା ଗ୍ରାମର ଗୌତମ ସିଂ ନାମକ ଯୁବକଙ୍କୁ ଗିରଫ କରାଯାଇଛି।ସୂଚନା ଥାଉକି ଯେ, ଅମର୍ଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ବସ୍ତା ଅତିରିକ୍ତ ତହସିଲଦାର ପିୟୁଷ କାନ୍ତ ପ୍ରଧାନ ଙ୍କ ଉପସ୍ଥିତିରେ ଚଢ଼ାଉ କରି ବେଆଇନ ଗଞ୍ଜେଇ ଜବତ କରାଯାଇଥିଲl l ଏନେଇ ଆଜି ଜଣାଯାଇଛି
Read More News
T & CPrivacy PolicyContact Us