This browser does not support the video element.
ରେଢାଖୋଲ: ରେଢ଼ାଖୋଲ ପୁର ପଲ୍ଲୀରେ ବିଘ୍ନ ନାଶକ ଶ୍ରୀ ଗଣେଶ ପୂଜା ପାଳନ
Rairakhol, Sambalpur | Aug 27, 2025
ରେଢ଼ାଖୋଲ ପୁର ପଲ୍ଲୀରେ ବିଘ୍ନ ନାଶକ ଶ୍ରୀ ଗଣେଶ ପୂଜା ପାଳନ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୁରପଲ୍ଲୀରେ ପାଳିତ ହୋଇଯାଇଛି ବିଘ୍ନହର୍ତା ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା । ପ୍ରଭୁ ଗଣେଶ ହେଉଛନ୍ତି ପ୍ରଥମ ପୂଜ୍ୟ ତାଙ୍କୁ ପୂଜାର୍ଚ୍ଚନାରେ ସମସ୍ତ ବିଘ୍ନ ନାଶ ହୋଇଥାଏ ବୋଲି ପୌରାଣିକ କାଳରୁ ଜନ ସାଧାରଣ ପ୍ରଭୁ ଲମ୍ବୋଦର ଗଜାନନ ଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି ।ଏହି ଅବସରରେ ବୁଧବାର ସକାଳେ ରେଢ଼ାଖୋଲ ସହର ସମସ୍ତ ସାହି ପଡ଼ା ମାନଙ୍କ ସହିତ ବିଭିନ୍ନ ଗ୍ରାମ ମାନଙ୍କରେ ପ୍ରଭୁଙ୍କ ପୂଜାର୍ଚ୍ଚନା ରେ ଉତ୍ସବମୁଖର ହୋଇଉଠିଛି ।