Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡାର ନୁଆସାହି ନର୍ସରୀ ଠାରେ "ଏକ ପେଡ୍ ମାଁ କେ ନାମ" ସଚେତନ ରଥର ଶୁଭାରମ୍ଭ କରାଯାଇଛି,

Baliguda, Kandhamal | Sep 7, 2025
ବାଲିଗୁଡା ବନଖଣ୍ଡର ନୁଆସାହି ନର୍ସରୀ ଠାରୁ "ଏକ ପେଡ୍ ମାଁ କେ ନାମ" ସଚେତନ ରଥର ଶୁଭାରମ୍ଭ କରାଯାଇଛି, ଏହି କାଯ୍ୟକ୍ରମ ମାଧ୍ୟମରେ ବାଲିଗୁଡା ବ୍ଲକ ର 13ଟି ପଞ୍ଚାୟତ 13ହଜାର ଚାରା ବିତରଣ କରାଯାଇଛି, କାଯ୍ୟକ୍ରମ ଟି ରେଞ୍ଜର ଡି ସୁବାଷ, ଏବଂ ଫରେଷ୍ଟର ପ୍ରଭାତ ଦରା ଙ୍କ ନୣତରେ ଏହି କାଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us