Download Now Banner

This browser does not support the video element.

ନର୍ଲା: ଡାକ ବଙ୍ଗଳା ଠାରେ ନର୍ଲା ଓ ରାମପୁରକୁ ଏନଏସି ମାନ୍ୟତା ଦାବିରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ୱାଭିମାନ ବିକାଶ ମଞ୍ଚର ଶୋଭାଯାତ୍ରା ଅନୁଷ୍ଠିତ

Narala, Kalahandi | Aug 25, 2025
ଆଜି ସୋମବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ୱାଭିମାନ ବିକାଶ ମଞ୍ଚ ପକ୍ଷରୁ ନର୍ଲା ଓ ରାମପୁର କୁ NAC ମାନ୍ୟତା ଦାବୀ ପୂରଣ ପାଇଁ ନର୍ଲା ବିଡିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି
Read More News
T & CPrivacy PolicyContact Us