Download Now Banner

This browser does not support the video element.

ରାଇରଙ୍ଗପୁର ସହର: ମହମ୍ମଦଙ୍କ ଜନ୍ମଉତ୍ସବ ରେ ରାଇରଙ୍ଗପୁର ସହରରେ ଶୋଭାୟାତ୍ରା

Rairangpur Town, Mayurbhanj | Sep 16, 2024
ରାଇରଙ୍ଗପୁର ସହରରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳ ୧୧ ଟା ସମୟ ଠାକୁରାଣୀବେଡା ଓ ଇଚିଣ୍ଡା ସ୍ଥିତ ମସଜ୍ଜିତ ଠାରୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ ଓ ନିଜ ଆସ୍ଥାନରେ ସମସ୍ତେ ପହଞ୍ଚି ସୌକତ ସାଲାମଙ୍କ ଉଦ୍ଦେଶ୍ଯରେ ପ୍ରାର୍ଥନା କରିଥିଲେ।
Read More News
T & CPrivacy PolicyContact Us