This browser does not support the video element.
ମାଲକାନଗିରି: ଗୋଷ୍ଠୀ ଆଧାରିତ ଜଳ ପରିଚାଳନା ଓ ଗ୍ରାମୀଣ ସମୃଦ୍ଧି, ଜଳବାୟୁ ପରିବର୍ତ୍ତନରେ ପଂଚାୟତର ଭୂମିକା ତାଲିମଶିବିର ପଂଚାୟତ ସାଧନକେନ୍ଦ୍ରରେ ଉଦଯାପିତ
Malkangiri, Malkangiri | Aug 21, 2025
ଗୋଷ୍ଠୀ ଆଧାରିତ ଜଳ ପରିଚାଳନା ଓ ସ୍ୱଚ୍ଛତା ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଏଵଂ ଜଳବାୟୁ ପରିବର୍ତ୍ତନ ଅନୁକୂଳନରେ ଗ୍ରାମ ପଞ୍ଚାୟତର ଭୂମିକା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାରେ ତିନି ଦିନିଆ ପ୍ରଶିକ୍ଷକଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଶିବିର Growth ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ଚଳିତ ମାସ ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଶିକ୍ଷଣର ଉଦଯାପନୀ କାର୍ଯକ୍ରମରେ ମୂଖ୍ୟ ଅତିଥି ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ସମେତ ସମ୍ମାନୀତ ଅତିଥି ଭାବରେ ଏପିଡି ରାମଚନ୍ଦ୍ର ଖଡ଼ିଆ, ଅନ୍ୟତମ ଅତିମ