Install App
arunkshadangi40
This browser does not support the video element.
ଜି ଉଦୟଗିରି: ବାଇକ ର ଆବଶ୍ୟକୀୟ କାଗଜପତ୍ର ନ ଥିବା,ହେଲମେଟ ବ୍ୟବହାର କରି ନ ଥିବା ଅଭିଯୋଗ ରେ ରାଇକିଆସହର ରୀ ପୋଲିସ ତିନୋଟି ମାମଲା ରୁଜୁ ହୋଇଛି
G Udayagiri, Kandhamal | Aug 25, 2025
ବାଇକ ର ଆବଶ୍ୟକୀୟ କାଗଜପତ୍ର ନ ଥିବା,ହେଲମେଟ ବ୍ୟବହାର କରି ନ ଥିବା , ଅଧିକ ସଂଖ୍ୟକ ଲୋକ ବସିଥିବା ଏପରି ଅଭିଯୋଗ କ୍ରମେ ରାଇକିଆ ସହର ରୁ ପୋଲିସ ତିନି ଜଣଙ୍କୁ ଧରିବା ସହ ପୃଥକ ପୃଥକ ଭାବରେ ତିନୋଟି ମାମଲା ରୁଜୁ ହୋଇଅଛି. ଏ ନେଇ ଥାନାରେ 201,202,204/2025 ରେ ତିନୋଟି ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!