Download Now Banner

This browser does not support the video element.

ଫୁଲବାଣୀ ସହର: ସିତାପଡି ଠାରେ ଅଟ ଦୁର୍ଘଟଣାରେ ରେ 11ଗୁରୁତର

Phulabani Town, Kandhamal | Sep 1, 2025
କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ସୀତାପଡ଼ି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ସୂଚନା ମୁତାବକ ବାଲିଗୁଡ଼ା ନିଜ କାମ ସାରି ବାଟାଗୁଡ଼ା ପଞ୍ଚାୟତର ଅଞ୍ଚଳ ଅଭିମୁଖେ ଅଟୋରେ ଯାଇଥିବା ସମୟରେ ହଠାତ୍ କୌଣସି କାରଣ ବଶତଃ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଯାହା ଫଳରେ ଅଟୋ ଭିତରେ ଥିବା ୧୦ ଜଣ ଯାତ୍ରୀ ସମେତ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ମରଣ ମୁଖରୁ ଅଳ୍ପକେ ବର୍ତିଲେ ଅଟୋ ଯାଉଥିବା ଯାତ୍
Read More News
T & CPrivacy PolicyContact Us