Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ସ୍ଥିତ ଭାରତୀୟ ସାମାଜିକ ଉର୍ନୟନ ଅଧିକାରୀ ଙ୍କୁ ବିଦାୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଗଲା

G Udayagiri, Kandhamal | Aug 23, 2025
ଜି ଉଦୟଗିରି ସ୍ଥିତ ସାମାଜିକ ଉନ୍ନୟନ ପ୍ରକଳ୍ପ ସମନିତ୍ୱ ର ପ୍ରକଳ୍ପ ଅଧିକାରୀ ସାନ୍ତ୍ୱନା ନାୟକ ଙ୍କୁ ସମନ୍ୱିତ ଠାରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରକଳ୍ପ ନିର୍ଦେଶକ ନିରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାନ୍ତ୍ୱନା ନାୟକ ଙ୍କ ସମାଜ ସେବା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ବୋଲି କହିଥିଲେ । ସମନିତ୍ୱ ର ସହକାରୀ ପ୍ରକଳ୍ପ ଅଧିକାରୀ ସୁନୀଲ ଧନ୍ୟବାଦ ଦେଇଥିଲେ.
Read More News
T & CPrivacy PolicyContact Us