Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ଲାସ ରୁମକୁ ଅଚାନକ ଗସ୍ତ କଲେ କୂଳପତି, ୭୪ ପିଲାଙ୍କୁ ୱାର୍ଣ୍ଣିଂ ନୋଟିସ୍‌

Chhatrapur, Ganjam | Aug 22, 2025
ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରୁ ଆସିଲା ବଡ଼ ଖବର। ଏକାଥରେ ୭୪ ପିଲାଙ୍କୁ ୱାର୍ଣ୍ଣିଂ ନୋଟିସ୍‌। କ୍ଲାସରେ ଅନୁପସ୍ଥିତ ଥିବାରୁ ନୋଟିସ୍‌ କରିଛନ୍ତି କର୍ତ୍ତୃପକ୍ଷ। ଶୁକ୍ରବାର ପୂର୍ବାହ୍ନରେ ସରପ୍ରାଇଜ ଭିଜିଟ୍‌ କରିଥିଲେ କୁଳପତି। ଗସ୍ତ ସମୟରେ ଶ୍ରେଣୀ ଗୃହରେ ନଥିଲେ ଛାତ୍ରଛାତ୍ରୀ। ଯାହାକୁ ନେଇ ଏହି ନୋଟିସ୍ ଜାରି କରିଛନ୍ତି କୂଳପତି।
Read More News
T & CPrivacy PolicyContact Us