Download Now Banner

This browser does not support the video element.

ଟିଟିଲାଗଡ: ତୁଷୁରା ହିନ୍ଦୁ ଯୁବମୋର୍ଚ୍ଚା ତରଫରୁ ତହସିଲଦାରଙ୍କୁ ଦିଆଗଲା ଦାବିପତ୍ର,ପରେ ସେଠାରେ ପ୍ରତିକ୍ରିୟା ଦେଲେ ରଞ୍ଜନ ବାଗ

Titlagarh, Balangir | Apr 25, 2025
ଜମ୍ମୁ କାଶ୍ମୀର ର ପହଲଗାମ ରେ ଇସଲାମିକ୍ ଯିହାଦୀ ମାନଙ୍କ ଦ୍ଵାରା ହୋଇଥିବା ହିନ୍ଦୁ ଗଣହତ୍ୟା ପ୍ରତିବାଦ ରେ ଆଜି ତୁଷୁରା ସହରରେ ହିନ୍ଦୁ ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଳି ସହିତ ପଦଯାତ୍ରା କରି ତୁଷୁରା ସହର ପରିକ୍ରମା କରି ପ୍ରତିବାଦ କରିବା ସହିତ ତହସିଲ ଅଫିସ କୁ ଯାଇ ତହସିଲଦାର ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଏଥିରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ସହିତ ପାକିସ୍ତାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଲ୍ଲେଖ କରାଯାଇଛି।ଏବଂ ପରେ ୨ ଟା ରେ ହିନ୍ଦୁ ଯୁବମୋର୍ଚ୍ଚା ର ସଦସ୍ୟ ରଞ୍ଜନ ବାଗ ସେଠାରେ ଦେଲେ ପ୍ରତିକ୍ରିୟା।
Read More News
T & CPrivacy PolicyContact Us