This browser does not support the video element.
ବଲାଙ୍ଗୀର: ଭବାନୀପାଟଣାରେ ଅଟୋ ଚାଳକଙ୍କ ସନ୍ଦିଗ୍ଧ ମୃତ୍ୟୁ, ଭୀମଭୋଇ ମେଡିକାଲରେ ମୃତ ଘୋଷଣା
Balangir, Balangir | Aug 31, 2025
ଭବାନୀପାଟଣାରେ ଅଟୋ ଚାଳକଙ୍କ ସନ୍ଦିଗ୍ଧ ମୃତ୍ୟୁ, ଭୀମଭୋଇ ମେଡିକାଲରେ ମୃତ ଘୋଷଣା ଭବାନୀପାଟଣା ଅଞ୍ଚଳରେ ଜଣେ ଅଟୋ ବା ଟ୍ୱେମ୍ପୁ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଆଣାଯାଇଥିଲା, କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ଶବକୁ ବ୍ୟବଛେଦ ପାଇଁ ମେଡିକାଲ ବ୍ୟବଛେଦ କେନ୍ଦ୍ରରେ ଭର୍ତ୍ତି କରିଥିବା ସୂତ୍ରରୁ ଜଣାପଡିଛି। ଘଟଣାଟି ଆଜି ସନ୍ଧ୍ୟା 8ଟା ସମୟରେ ଘଟିଥିବା କୁହାଯାଉଛି। ମୃତକଙ୍କ ପରିଚୟ ରତିକାନ୍ତ ବେସରା, କଟିସାହି ବାଲିଆପାଲ, ବାଲେଶ୍ୱର ଅଞ୍ଚଳର ବୋଲି ପରି