Download Now Banner

This browser does not support the video element.

ରେଙ୍ଗାଲି: ରେଙ୍ଗାଲି ଅଞ୍ଚଳରେ କ୍ରୀଡ଼ାବିତଙ୍କ ପାଇଁ ଷ୍ଟାଡିୟମ ନିର୍ମାଣ ଦାବି ନେଇ ଗୌଶାଳା ଠାରେ ପ୍ରତିକ୍ରିୟା ରଖିଲେ ରେଙ୍ଗାଲି ବିଧାୟକ

Rengali, Sambalpur | Oct 14, 2024
ରେଙ୍ଗାଲି ଅଞ୍ଚଳରେ କ୍ରୀଡ଼ାବିତ ମାନଙ୍କ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଆଗରେ ଷ୍ଟାଡିୟମ ପାଇଁ ଗୌଶାଳା ଠାରେ ଦାବୀ କଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ lବିଧାୟକ ଏନେଇ କହିଛନ୍ତି ଯେ ରେଙ୍ଗାଲି ଏକ ଶିଳ୍ପବହୁଳ ଅଞ୍ଚଳ କ୍ରୀଡା ପାଇଁ ବହୁ ଭିତିଭୂମି ରହିଛି lଶିଳ୍ପ ଅନୁଷ୍ଠାନ ଗୁଡିକର ସିଏସସାର ଫଣ୍ଡ ମଧ୍ୟ ରହିଛି କିନ୍ତୁ ରେଙ୍ଗାଲି ଅଞ୍ଚଳରେ କ୍ରୀଡ଼ାବିତ ମାନଙ୍କୁ କୌଣସି ସୁବିଧା ମିଳିପାରୁନାହିଁ l ତେଣୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ସହ ଏକ ଷ୍ଟାଡିୟମ ନିର୍ମାଣ କରିବା କଥା lଏହାକୁ ନେଇ ସେ ଆଗାମୀ ବିଧାନସଭାରେ ଉଠାଇବେ l
Read More News
T & CPrivacy PolicyContact Us