Download Now Banner

This browser does not support the video element.

କେନ୍ଦ୍ରାପଡା: ଡେରାବିଶ ପରେ ଏବେ ମାର୍ଶାଘାଇ ଅଞ୍ଚଳରେ ଦେଖିବାକୁ ମିଳିଛି ମୃତ କୁକୁଡ଼ା

Kendrapara, Kendrapara | Sep 3, 2025
କେନ୍ଦ୍ରାପଡା ଜିଲ୍ଲାରେ ବର୍ତ୍ତମାନ କୁକୁଡ଼ା ମଡକ ଦେଖାଦେଇଛି, ସର୍ବପ୍ରଥମେ ଏହି ଘଟଣା ଡେରାବିଶ ଅଞ୍ଚଳରୁ ଆସିଥିଲା ଓ ବର୍ତ୍ତମାନ ମାର୍ଶାଘାଇ ଅଞ୍ଚଳରେ ମଧ୍ୟ ଶହଶହ କୁକୁଡ଼ା ମୃତ ପଡ଼ିଥିବା ଦୃଶ୍ୟ ଆଜି ପ୍ରାୟ ୧୨ ଘଣ୍ଟିକା ସମୟରେ ସାମ୍ନାକୁ ଆସିଛି । କିଛି ରାସ୍ତା କଡ଼ରେ ପଡିଛନ୍ତି ତ ଆଉ କିଛି ଗଡ଼ିଆ ଜଳରେ ଭାସୁଛି । ତେବେ ପଶୁସମ୍ପଦ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଛି ଓ ଏହାର କାରଣ ଖୋଜାଯାଉଛି ।ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ମୃତ କୁକୁଡ଼ା ସହ ଯୋଗାଯୋଗ କରିବା ଠିକ୍ ନୁହେଁ ବୋଲି ସଚେତନ କରାଯାଇଛି
Read More News
T & CPrivacy PolicyContact Us