This browser does not support the video element.
ଛତ୍ରପୁର: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଠାରେ ଡ୍ରେନେଜ୍ ବ୍ଯବସ୍ଥାର ସମୀକ୍ଷା କଲେ ମେୟର
Chhatrapur, Ganjam | Sep 13, 2025
ବ୍ରହ୍ମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୋଶାଣିନୂଆଗାଁ ର ଚତୁଃପାର୍ଶ୍ଵ ର ଡ୍ରେନେଜ ବ୍ୟବସ୍ଥା ପରିଦର୍ଶନ କରିଛନ୍ତି ମେୟର ସଂଘମିତ୍ରା ଦଳେଇ ।ଶନିବାର ଅପରାହ୍ନରେ ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରିଛନ୍ତି ।ଏଥି ସହିତ ବିଦ୍ଯାଳୟର ସମସ୍ତ ଶିକ୍ଷକ ଙ୍କ ସହ ଏହାର ସମାଧାନ ସକାଶେ ଆଲୋଚନା କରିଛନ୍ତି ।