Download Now Banner

This browser does not support the video element.

ଫୁଲବାଣୀ ସହର: ଆସନ୍ତା ୨ ଦିନ ପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Phulabani Town, Kandhamal | Aug 23, 2025
କନ୍ଧମାଳ ଜିଲ୍ଲା କୁ ଆସନ୍ତା 25 /26,26/27 ଦୁଇଦିନ କୁ ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ ଏହି ସୁଚନା ଟି ଶନିବାର ସଂନ୍ଧ୍ୟା ଦିବା ଗଟାଏ ଘ ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି , କନ୍ଧମାଳ ରେ ଗତକାଲି କିଛି ଜାଗାରେ ଵର୍ଷା ଲାଗି ରହିଥିବା ବେଳେ , ଆସନ୍ତାକାଲି ତିନି ଦିନ ପାଣିପାଗ ଉପରେ ସତର୍କତା ସୁଚନା ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ, ଆସନ୍ତାକାଲି ତାରିଖ24 ସକାଳ 8ଘଣ୍ଟିକା 30ମିନିଟ25ତାରିଖ ପାଗ ପଯ୍ୟନ୍ତ ଏହି ଓ୍ୱଲ ଓ୍ୱର୍ଣ୍ଣୀ ଜାରି କରାଯାଇଛି, ଆସନ୍ତା 26ତାରିଖ ଏବଂ 27 ତାରିଖ କୁ ଦୁଇ ଦିନ ଧରି ଜିଲ୍ଲା ରେ ଓ୍ୱଲ ଜାରୀ
Read More News
T & CPrivacy PolicyContact Us