Download Now Banner

This browser does not support the video element.

ଢେଙ୍କାନାଳ ସଦର: ମୋଟରୀ ଗ୍ରାମରେ ଗଣେଶ ପୂଜା ଭାଷାଣୀପରେ ପିଇଁବା ପାଣି ସମସ୍ୟା, ଗ୍ରାମରେ ମହିଳାଙ୍କ ଅସନ୍ତୋଷ ପ୍ରକାଶ

Dhenkanal Sadar, Dhenkanal | Sep 12, 2025
ଢେଙ୍କାନାଳ ସଦର ଥାନା ମୋଟରି ଗ୍ରାମରେ ଗଣେଶ ପୂଜା ଭାଷାଣୀ ବେଳେ କିଛି ଅଘଟଣକୁ ନେଇ ଗ୍ରାମରେ ଥିବା କୁଥର କେହି ବିଷ୍ଟା ପକାଇ ଦେବାରୁ ଲୋକମାନେ ପାଣିପାଇଁ ୫ଦିନ ହେବ ହଇରାଣ ହେଉଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରତିକିାୟାରେ ପ୍ରକାଶ କରିଥିବା ନେଇ ଶୁକ୍ରବାର ସନ୍ଧ୍ୟା ୬ଟାରେ ସୂଚନା ମିଳିଛି ।
Read More News
T & CPrivacy PolicyContact Us