Download Now Banner

This browser does not support the video element.

ଉଦଳା: ଭାଲୁଡୁଙ୍ଗୁରି ପାହାଡର ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର କଲା ଖୁଣ୍ଟା ପୋଲିସ

Udala, Mayurbhanj | Sep 6, 2025
ଶନିବାର ଦିନ ଅଗ୍ନୀକୁଆଁରୀ ଗ୍ରାମ ନିକଟରେ ଥିବା ଭାଲୁଡୁଙ୍ଗୁରି ପାହାଡ଼ର ଜଙ୍ଗଲ ଭିତରୁ ଜଣେ ବ୍ୟକ୍ତିଙ୍କ କଙ୍କାଳ ପଡ଼ିଥିବା ଗ୍ରାମବାସୀମାନେ ଦେଖିବାକୁ ପାଇ ନିଖୋଜ ଥିବା ଟେମ୍ପା ମାଙ୍କଡ଼ିଆଙ୍କ ପରିବାରବର୍ଗ ଓ ପୋଲିସ କୁ ସୁଚନା ଦେଇଥିଲେ। ସୁଚ଼ନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିଖିଥିବା ବେଳେ କଙ୍କାଳ ନିକଟରେ ପଡ଼ି ଥିବା ପେଣ୍ଟ ଓ ସାର୍ଟ ରୁ ମୃତକ ଜଣକ ଟେମ୍ପା ବୋଲି ତାଙ୍କ ପୁଅ ଚିହ୍ନଟ କରିଥିଲେ ।
Read More News
T & CPrivacy PolicyContact Us