Download Now Banner

This browser does not support the video element.

ଟିଟିଲାଗଡ: ତୁଷୁରା ଅବକାରୀ ବିଭାଗ ପକ୍ଷରୁ ମୁକୁନ୍ଦପୁର ଛକ ଠାରେ ୧୧୦ କେଜି ଗଞ୍ଜେଇ,ଗୋଟିଏ କାର ସହିତ ୩ ଜଣ ଯୁବକ ହେଲେ ଗିରଫ

Titlagarh, Balangir | Apr 22, 2025
ତୁଷୁରା ଅବକାରୀ ବିଭାଗ ତରଫରୁ ଆଜି ପେଟ୍ରୋଲିଙ୍ଗ କରୁଥିବା ସମୟରେ ମୁକୁନ୍ଦପୁର ଛକ ଠାରେ ଗୋଟିଏ କାରକୁ ସନ୍ଦେହ କରି ଅଟକାଇ ଥିଲେ‌। ସେଥିରେ ୩ ଜଣ ଯୁବକ ଥିବା ବେଳେ ବିପୁଳ ପରିମାଣରେ ଗଞ୍ଜେଇ ଦେଖିବାକୁ ପାଇଥିଲା ଅବକାରୀ ବିଭାଗ। ଗଞ୍ଜେଇ ଓଜନ କରିବାରୁ ୧୧୦ କେଜି ହୋଇଥିଲା। ଗଞ୍ଜେଇ,କାର କୁ ଜବତ କରିବା ସହିତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତୁଷୁରା ଅବକାରୀ ଓଆଇସି ଶ୍ରୀକାନ୍ତ ପାଣିଗ୍ରାହୀ ୭ ଟା ସମୟରେ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us