This browser does not support the video element.
ଫୁଲବାଣୀ ସହର: ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ITDA ଫୁଲବାଣୀ ଠାରେ ପ୍ରକଳ୍ପ ସ୍ତରୀୟ କମିଟି ସଭାରେ ଯୋଗ ଦେଲେ ସାଂସଦ, ବିଧାୟକ,ଜିଲ୍ଲାପାଳ
Phulabani Town, Kandhamal | Sep 5, 2025
ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ITDA ଫୁଲବାଣୀ ଠାରେ ପ୍ରକଳ୍ପ ସ୍ତରୀୟ କମିଟି ସଭାରେ ଯୋଗ ଦେଲେ ସାଂସଦ।ଏହି କାର୍ଯ୍ୟକ୍ରମ ରେ ବିଧାୟକ, ଜିଲ୍ଲାପାଳ ଙ୍କ ସମତେ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ.ଏହି ଅବସରରେ ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ଓ ସମଗ୍ର ଉନ୍ନତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଗଲା। ଏହି ସଭାରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଆଦିବାସୀ ଲୋକମାନଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ.