Install App
amagaonamakhabar
This browser does not support the video element.
ବେଗୁନିଆ: NACରୁ ବାଦ ପଡିଲା ବୋଲଗଡ ବେଗୁନିଆ ଏନେଇ କ୍ଷୋଭ ପ୍ରକାଶ କରିବା ସହ ବାସଭବନରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ
Begunia, Khordha | Aug 31, 2025
ଖୋର୍ଦ୍ଧା ଜିଲା ଟାଙ୍ଗୀକୁ ମିଳିଲା NAC ମାନ୍ୟତା । କିନ୍ତୁ ପୂର୍ବରୁ ବେଗୁନିଆ ବୋଲଗଡ଼କୁ ବାରମ୍ବାର NAC ଦାବୀ ହୋଇ ଆସୁଥିବା ବେଳେ ଆଜି ଏହି ଦୁଇ ବ୍ଲକ ବାଦ ପଡିଛି, ଯାହାକୁ ନେଇ କ୍ଷୋଭ ପ୍ରକାଶ କଲେ ବେଗୁନିଆ ବିଧାୟକ
Share
Read More News
T & C
Privacy Policy
Contact Us
Your browser does not support JavaScript!