This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ସ୍ୱାୟତ୍ତ ଶାସନ ଦିବସରେ ବାଲେଶ୍ଵର ପୌରପାଳିକା ର ପତାକା ଉତ୍ତୋଳନ କଲେ ପୌର ଅଧ୍ୟକ୍ଷା।
Baleshwar M, Balasore | Aug 31, 2025
ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ପୂର୍ବାହ୍ନ ୯.୩୦ ମିନିଟ ସମୟରେ ବାଲେଶ୍ଵର ପୌର ପାଳିକା ରେ ସ୍ୱାୟତ୍ତ ଶାସନ ଦିବସ-୨୦୨୫ ପାଳନ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷା ସବିତା ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।ସମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ଲିପତା ମହାନ୍ତି ଙ୍କ ସମେତ ସମସ୍ତ କାଉନସିଲର,କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।