This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀ ଗଞ୍ଜେଇ ଚୋରାଚାଲାଣ କରିବା ବେଳେ ବ୍ରାହ୍ମଣୀଗାଁ ପୋଲିସ ଧରିଅଛି
Phulabani Town, Kandhamal | Sep 9, 2025
କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀ ଗଞ୍ଜେଇ ଚୋରାଚାଲାଣ କରିବା ବେଳେ ବ୍ରାହ୍ମଣୀଗାଁ ପୋଲିସ ହାତରେ ଧରାପଡ଼ିଛନ୍ତି। ଯୁବତୀଙ୍କଠାରୁ ୨ ଟି ବ୍ୟାଗରେ ଥିବା ୮ କେଜି ଗଞ୍ଜେଇକୁ ପୋଲିସ ଜବତ କରାଯାଇଛି। ଗିରଫ ଯୁବତୀ ହେଲେ ଗଜପତି ଜିଲା ଆଲିଗଣ୍ଡା ଗ୍ରାମର ସୋଫିଆ ସେନାପତି (୨୦) ବୋଲି ତଦନ୍ଧକାରୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି। ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାକାରୀ ଦୁଃଶାସନ ସ୍ବାଇଁଙ୍କ ଉପସ୍ଥିତିରେ ପୋଲିସ ଉକ୍ତ ଗଞ୍ଜେଇ ଭର୍ତି ବ୍ୟାଗକୁ ଓଜନ କରି ତାକୁ ଜବତ କରିଛି। ଏନେଇ ବ୍ରାହ୍ମଣୀଗାଁ ଥାନାରେ (୯୧/୨୫) ମାମଲା ରୁଜୁ