Download Now Banner

This browser does not support the video element.

ଜୟପୁର: ଦଶହରା ମହୋତ୍ସବରେ  ଜୟପୁର ମୁଖ୍ୟ ରାସ୍ତାର ଜଗତ ଜନନୀ  ଛକରେ ସାଂସ୍କୁତିକ କାଯ୍ୟକ୍ରମ

Jeypore, Koraput | Sep 28, 2025
ଦଶହରା ମହୋତ୍ସବରେ  ଜୟପୁର ମୁଖ୍ୟ ରାସ୍ତାର ଜଗତ ଜନନୀ  ଛକରେ ସାଂସ୍କୁତିକ କାଯ୍ୟକ୍ରମ ଆଜି ରାତ୍ର ୯ଟା ସମୟରେ ଅନୁଷ୍ଟିତ ହୋଇଛି ।  ମହେ।।ତ୍ସବ କମିଟିର ସଭାପତି ତଥା ଜୟପୁର ବିଧାୟକ ତାରା  ପ୍ରସାଦ ବାହନିପତି  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ  ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର କୁଳ ସଚିବ ମହେଶ୍ୱର ନାୟକ, ପୌର ଅଧ୍ୟକ୍ଷ  ନରେନ୍ଦ୍ର କୁମାର ମାହାନ୍ତି, ବରିଷ୍ଠି କଂଗ୍ରେସ ନେତା ମଦନ ମୋହନ ନାୟକ, ନିହାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us