Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ଜିଲ୍ଲାରେ କଂଗ୍ରେସ ନିଜର ଦଳକୁ କିଭଳି ମଜବୁତ କରିବ ସେନେଇ ସର୍କିଟ ହାଉସରେ ଆରମ୍ଭ ହୋଇଯାଇଛି ଚୟନ ପ୍ରକ୍ରିୟା।

Puri M, Puri | Sep 11, 2025
କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକିୟା ଆରମ୍ଭ ହୋଇଛି। ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରି ସଭାପତି ତଥା ରାଜ୍ୟସଭା ସାଂସଦ ଜି. ସି. ଚନ୍ଦ୍ରଶେଖର ପୁରୀ ସର୍କିଟ ହାଉସ ଠାରେ ସାମ୍ବାଦିକ, କଲେଜ ଛାତ୍ରଛାତ୍ରୀ ଙ୍କ ସହିତ ଦଳର ବରିଷ୍ଠ ବ୍ୟକ୍ତି ବିଶେଷ ଏବଂ କର୍ମୀଙ୍କ ସହ ଓ୍ବାନ ଟୁ ଓ୍ବାନ୍ ଆଲୋଚନା କରିଛନ୍ତି। ପୁରୀ ଜିଲ୍ଲାରେ କଂଗ୍ରେସ ସଂଗଠନ କୁ ସୁଦୃଢ କରିବା ସହ ଜିଲ୍ଲାରେ ଜଣେ ଦକ୍ଷ ସଭାପତି ଓ ଦୁଇଜଣ କାର୍ଯ୍ୟକାରୀ ସଭାପତି ଚୟନ କରାଯିବ।
Read More News
T & CPrivacy PolicyContact Us