This browser does not support the video element.
କୁଚିଣ୍ଡା: କୁଚିଣ୍ଡା କଂଗ୍ରେସ ଭବନ ଠାରେ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
Kochinda, Sambalpur | Sep 11, 2025
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ କଙ୍ଗ୍ରେସ ଭବନ ରେ ଗୁରୁବାର ଦିନ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଦୁର୍ଗା ପାଢ଼ୀଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ କଙ୍ଗ୍ରେସ ର ଓଡିଶା ପ୍ରଭାରୀ ଇନ୍ଦ୍ରରାଜ୍ ଗୁର୍ଜର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତୃଣମୂଳ ସ୍ତରରେ ଦଳ କୁ ମଜବୁତ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ମିଳିମିଶି କାର୍ଯ୍ୟ କରିବା କୁ ନେଇ ବିଭିନ୍ନ ମତ ବ୍ୟକ୍ତ କରିଥିଲେ। ଉକ୍ତ ବୈଠକ ରେ PCC ଅବଜର୍ଭର ଶୁଭେନ୍ଦୁ ମହାନ୍ତି, ଜୟନ୍ତ ସାହୁ, ଦିଲୀପ ଦୁରିଆ ଓ ଖତୁନାଥ ପିଙ୍ଗ ମଞ୍ଚାସିନ ରହିଥିଲେ।