Download Now Banner

This browser does not support the video element.

ତରାଶିଙ୍ଗୀ: ଭଞ୍ଜନଗରରେ ଶୀତଳଭଣ୍ଡାରର ଶୁଭ ଉଦଘାଟନ କଲେ ବିଧାୟକ

Tarasingi, Ganjam | Oct 23, 2024
ଆଜି ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ୧୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଏକ ଶୀତଳଭଣ୍ଡାର ଦିନ ୧୨ ଟା ସମୟରେ ଉଦଘାଟିତ ହୋଇଯାଇଛି।ନବନିର୍ମିତ ସୌର ଚାଳିତ ଶୀତଳଭଣ୍ଡାର କୁ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦଘାଟନ କରିଛନ୍ତି।ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସେଠୀ ଓ ସମ୍ମାନିତ ଅତିଥି ରୁପେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ଥିଲେ। ୨୪ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଉକ୍ତ ଶିତଳଭଣ୍ଡାରରେ ସ୍ଥାନୀ
Read More News
T & CPrivacy PolicyContact Us