This browser does not support the video element.
ପଟ୍ଟାଙ୍ଗୀ: ନନ୍ଦପୁରରେ ସିଡିଓଙ୍କ ପରିଦର୍ଶନ, ବୁଲି ଦେଖିଲେ ଉନ୍ନୟନ କାର୍ଯ୍ୟ ଓ ଆବାସ ଯୋଜନାର କଲେ ସମୀକ୍ଷା
Pottangi, Koraput | Aug 21, 2025
କୋରାପୁଟ ସିଡି ଓ ବେଣୁଧର ଶବର ଗୁରୁବାର ନନ୍ଦପୁର ବ୍ଲକ ଗସ୍ତ କରି ବ୍ଲକ ଅନ୍ତର୍ଗତ ବିଲାପୁଟ ଓ ବାଡେଲ ଗ୍ରାମ ପଞ୍ଚାୟତର ମନରେଗା ଅନ୍ତର୍ଗତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ ଦୁଇ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଙ୍କ ଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିବା ସଂଧ୍ଯା ୫ଟା ସମୟରେ ବ୍ଲକ କାର୍ଯ୍ୟାଳୟ ତରଫରୁ ସୂଚନା l ତେବେ ସିଡିଓ ଶ୍ରୀ ଶବର ତୁରନ୍ତ କାର୍ଯ୍ୟ ଗୁଡ଼ିକ ଶେଷ କରିବା ସହ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି l