This browser does not support the video element.
ବରଗଡ: ଅମ୍ବାଭୋନା ଜଙ୍ଗଳରୁ 520 ଲିଟର ରନ୍ଧାମାଦ ଓ 5200ଲିଟର ମହୁଲ ପୋଚ ଜବତ କରି ନଷ୍ଟକରିଥିବା ସୂଚନା ଦେଲେ ବରଗଡ଼ ଅବକାରୀ ବିଭାଗ
Bargarh, Bargarh (Baragarh) | Sep 6, 2025
ଅମ୍ବାଭନା ଜଙ୍ଗଲରୁ 520 ଲିଟର ରନ୍ଧା ମଦ ଓ 5200 ଲିଟର ମହୁଲ ପୋଚ ଜବତ କରି ନଷ୍ଟ କଲା ଅବକାରୀ ବିଭାଗ | ଶନିବାର ରାତ୍ରି 9 ଘଣ୍ଟା ସମୟରେ ସୂଚନା ଦେଲେ ବରଗଡ଼ ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି | ବରଗଡ଼ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଆଜି ଅପରାହ୍ନ ସମୟରେ ଅମ୍ବାଭନା ଅବକାରୀ ବିଭାଗ ପକ୍ଷରୁ ଏକ ଟିମ ଅମ୍ବାଭନା ଜଙ୍ଗଲରୁ 520 ଲିଟର ରନ୍ଧା ମଦ ଓ 5200 ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରିଛି | ଆଗାମୀ ଦିନରେ ବେଆଇନ ଭାବରେ ତିଆରି ମଦ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି |