Download Now Banner

This browser does not support the video element.

କୋଟପାଡ: ବୈପାରିଗୁଡା ଓକିଲ ସଂଘ ପକ୍ଷରୁ ଡାକ ବଙ୍ଗଳା ଠାରେ ଦିବଙ୍ଗତ ଆଇନୀଜୀବୀ ପିତବାସ ପଣ୍ଡାଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।

Kotpad, Koraput | Oct 8, 2025
ବୈପାରିଗୁଡା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଦିବଙ୍ଗତ ଆଡଭୋକେଟ୍ ପିତବାସ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମା ନଗର ଠାରେ ଗତ ୬ ତାରିଖ ରାତି ୧୦ଟା ବେଳେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଏକ ବାଇକରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲେ। ଫଳରେ ଡ଼ାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା।
Read More News
T & CPrivacy PolicyContact Us